ଅର୍ଥ : କୌଣସି ଚିତ୍ର ଆଦିକୁ ରେଖା ରୂପରେ ଅଙ୍କନ କରିବାର ପ୍ରକ୍ରିୟା
ଉଦାହରଣ :
ସୀମା ସୂଚିଶିଳ୍ପ କରିବାପାଇଁ ରୂପରେଖ ଗୁଡ଼ିକର ଅନୁରେଖନ ବଡ଼ କୁଶଳତାପୂର୍ବକ କରୁଛି
ସମକକ୍ଷ : ଟ୍ରେସିଙ୍ଗ୍
ଅନ୍ୟ ଭାଷାରେ ଅନୁବାଦ :
The act of drawing a plan or diagram or outline.
tracing