ଅର୍ଥ : ଜୈନ ଦେବତାମାନଙ୍କ ମଧ୍ୟରେ ଏକ ପ୍ରକାର
ଉଦାହରଣ :
ଜୈନ ମହାତ୍ମା ଅନୁତ୍ତରିତଙ୍କ ବିଷୟରେ ବିସ୍ତୃତ ଭାବେ କହୁଛନ୍ତି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯାହାର ଉତ୍ତର ଦିଆଯାଇନାହିଁ
ଉଦାହରଣ :
ଏହି ହତ୍ୟା ସହ ସମ୍ବନ୍ଧିତ ଅନେକ ପ୍ରଶ୍ନ ଅନୁତ୍ତରିତ ରହିଗଲା
ଅନ୍ୟ ଭାଷାରେ ଅନୁବାଦ :