ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଦର୍ଶନର ଅଭାବ
ଉଦାହରଣ : ସେ ନିଜର ଅଦୃଶ୍ୟତାକୁ ବଜାୟ ରଖିବାପାଇଁ ଘରୁ ଆଦୌ ବାହାରକୁ ବାହାରିଲେ ନାହିଁ
ସମକକ୍ଷ : ଅଦର୍ଶନ
ଅନ୍ୟ ଭାଷାରେ ଅନୁବାଦ :हिन्दी English
दर्शन का अभाव।
The quality of not being perceivable by the eye.
ଅର୍ଥ : ଅଦୃଶ୍ୟ ବା ଲୁପ୍ତ ହେବାର ଅବସ୍ଥା ବା ଭାବ
ଉଦାହରଣ : ସ୍ୱାମୀଜୀଙ୍କ ଅଦୃଶ୍ୟତା ଆଜି ପର୍ଯ୍ୟନ୍ତ ଜଟିଳପ୍ରଶ୍ନ ହୋଇ ରହିଛି
ସମକକ୍ଷ : ବିଲୁପ୍ତତା
अदृश्य या लुप्त होने की अवस्था या क्रिया।
ସଂସ୍ଥାପନ କରନ୍ତୁ