ଅର୍ଥ : ଅତିଥି ନିବାସପାଇଁ ଜାଗା ବା ଅତିଥିଙ୍କପାଇଁ ନିର୍ମିତ ଘର
ଉଦାହରଣ :
ଅତିଥି ଗୃହରେ କୌଣସି କୋଠରୀ ଖାଲି ନାହିଁ
ସମକକ୍ଷ : ଗେଷ୍ଟହାଉସ୍
ଅନ୍ୟ ଭାଷାରେ ଅନୁବାଦ :
अतिथि के निवास की जगह या अतिथियों के लिए बना घर।
अतिथि-गृह में कोई कमरा खाली नहीं है।A house separate from the main house. For housing guests.
guesthouse