ଅର୍ଥ : ଯାହାକୁ ଜୋର-ଜୋରରେ ଜପ କରାଯାଏ ନାହିଁ
ଉଦାହରଣ :
ଗୁରୁ ତାହାକୁ ଅଜପା ମନ୍ତ୍ରର ଦୀକ୍ଷା ଦେଲେ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯାହା ଜପା ଯାଏ ନାହିଁ ବା ଯାହାକୁ ଜପ କରାଯାଏ ନାହିଁ
ଉଦାହରଣ :
ଅଜପା ମନ୍ତ୍ରର ଜପରେ କ୍ଷତି ହୋଇପାରେ
ଅନ୍ୟ ଭାଷାରେ ଅନୁବାଦ :