Meaning : ନଅ ସହିତ ଏକ ମିଶିଲେ ମିଳୁଥିବା ସଂଖ୍ୟା
Example :
ଦିବ୍ୟା ଦଶ ପର୍ଯ୍ୟନ୍ତ ଗଣି ପାରୁଛି
Synonyms : ଦଶ
Translation in other languages :
Meaning : ଦଶ ଲକ୍ଷର ସଂଖ୍ୟା
Example :
ଦଶ ଲକ୍ଷରେ ପଚାଶ ଜହାର ଯୋଗ କଲେ କେଉଁ ସଂଖ୍ୟା ମିଳିବ?
Translation in other languages :
The number that is represented as a one followed by 6 zeros.
1000000, meg, million, one thousand thousand