Meaning : ଯାହା ଶୀଘ୍ର ବୁଝି ହୁଏ ନାହିଁ
Example :
ଏହି କଠିନ ପ୍ରଶ୍ନର ଉତ୍ତର ପ୍ରଶ୍ନକର୍ତ୍ତା ହିଁ ଦେଇ ପାରିବେ
Translation in other languages :
Difficult to analyze or understand.
A complicated problem.Meaning : ଯେଉଁଥିରେ କଳାର ନିପୂଣତା ଏବଂ ସୂକ୍ଷ୍ମତା ପ୍ରକଟିତ ହୁଏ
Example :
ରେଶମ ସାର୍ଟ ଉପରେ ସୂକ୍ଷ୍ମ କାମ ହୋଇଛି
Translation in other languages :