Meaning : ସୀମାଲଂଘନ,ଶିକାର କରିବା,ମାଛ ଆଦି ମାରିବାରୁ ଦୂର ରଖିବା ବା ବ୍ୟବହାର କରିବାକୁ ନ ଦେବା
Example :
ଏହି ପୋଖରୀକୁ ସୁରକ୍ଷିତ ରଖନ୍ତ
Synonyms : ବଞ୍ଚାଇବା, ରକ୍ଷାକରିବା, ସଂରକ୍ଷିତ କରିବା
Translation in other languages :
अतिक्रमण, शिकार करने, मछली आदि मारने से दूर रखना या उपयोग न करने देना।
इस झील को बचाइए।Keep undisturbed for personal or private use for hunting, shooting, or fishing.
Preserve the forest and the lakes.Meaning : ଖରାପ ଦଶାରେ ଗତି କରିବାରୁ ରୋକିବା
Example :
ବୋହୂ ଏହି କଙ୍କଣ ଆମର ପୂର୍ବପୁରୁଷଙ୍କ ଚିହ୍ନ, ଏବେ ଏହାକୁ ତୁମେ ସମ୍ଭାଳ
Synonyms : ସମ୍ଭାଳିବା
Translation in other languages :
बुरी दशा में जाने से रोकना।
बहू यह कंगन हमारे पुरखों की निशानी है अब इसे तुम सँभालो।Keep in safety and protect from harm, decay, loss, or destruction.
We preserve these archeological findings.Meaning : ଖରାପ ହେବାକୁ ନଦେବା
Example :
ଆଚାର ତେଲରେ ବୁଡ଼େଇକି ରଖିଲେ ଅନେକ ଦିନ ସୁରକ୍ଷିତ ରହେ
Synonyms : ରହିବା
Translation in other languages :
खराब न होने देना।
अचार को तेल में डुबाकर अधिक दिनों तक बचाया जा सकता है।Meaning : ନଷ୍ଟ ବା ଅନ୍ତ ବା ଭଙ୍ଗୁର ହେବାରୁ ରକ୍ଷାକରିବା ବା ସୁରକ୍ଷିତ ରଖିବା
Example :
ଗୃହର ଶାନ୍ତି ବଜାୟ ରଖନ୍ତୁ କେତେକ ଆଦିବାସୀ ଜାତି ଆଜି ବି ପୁରାତନ ପରମ୍ପରାକୁ ଜୀବିତ ରଖିଛନ୍ତି
Synonyms : ଜୀବିତ ରଖିବା, ବଜାୟ ରଖିବା, ବଞ୍ଚେଇ ରଖିବା, ରକ୍ଷାକରିବା, ସଜୀବ ରଖିବା
Translation in other languages :
* नष्ट या अंत या भंग होने से बचाना या सुरक्षित रखना।
घर की शांति को बनाए रखिए।