Subscribe
URL of the page has been copied to clipboard.
Meaning : ଯେ ପ୍ରଧାନ ନୁହେଁ
Example : ଗୌଣ ବିଷୟ ଉପରେ ଚର୍ଚ୍ଚା କରିବା ଜରୁରୀ ନୁହେଁ
Synonyms : ଅପ୍ରଧାନ, ଅପ୍ରମୁଖ, ଗୌଣ
Translation in other languages :हिन्दी English
जो प्रधान न हो।
Not of major importance.
Meaning : ଯେଉଁଥିରେ କିଛି ବିଶେଷତା ନାହିଁ ବା ସାମାନ୍ୟ ଭଲ
Example : ଏଇଟି ସାଧାରଣ ଶାଢ଼ୀ ଏହି କାମ ଚଳା ସରକାର ଅଧିକ ଦିନ ରହିବ ନାହିଁ
Synonyms : କାମଚଳା, ମାମୁଲି, ସାଧାରଣ
जिसमें कोई विशेषता न हो या अच्छे से कुछ हल्के दरज़े का।
Not exceptional in any way especially in quality or ability or size or degree.
Install App