Meaning : ଏକରୁ ଅଧିକ ଲୋକ ବା ଲୋକସମୂହ ଏକାଠି ମିଶି କୌଣସି କାର୍ଯ୍ୟ କରିବା ପ୍ରକ୍ରିୟା
Example :
ଚାରୋଟି ଦେଶର ସହଯୋଗରେ ଏହି ସମ୍ମିଳନୀର ଅୟୋଜନ କରାଯାଇଛି
Synonyms : ସହଯୋଗ, ସହଯୋଗିତା ସହକାରିତା
Translation in other languages :
Joint operation or action.
Their cooperation with us was essential for the success of our mission.Meaning : କୌଣସି କାମରେ ସହଭାଗୀ ବା ଭାଗନେବାର ପ୍ରକ୍ରିୟା
Example :
ଏହି ବେପାରରେ ମୋ ବଡ଼ଭାଇଙ୍କ ସହଭାଗିତା ଅଛି
Synonyms : ଅଂଶ
Translation in other languages :
The act of sharing in the activities of a group.
The teacher tried to increase his students' engagement in class activities.