Meaning : ଏହା ଦେଖିବା ଯେ କୌଣସି ବସ୍ତୁ ଠିକ୍ ଅଛି କି ନାହିଁ
Example :
ନିଜର ଲୁଗା ସମ୍ଭାଳ
Synonyms : ସଜାଡ଼ିବା
Translation in other languages :
Meaning : କୌଣସି ବ୍ୟକ୍ତି ବା ବସ୍ତୁର ଯତ୍ନ ନେବା
Example :
ମୋ ବୋହୂ ଏବେ ଚାକିରୀ ଛାଡ଼ି ଘର ଏବଂ ଛୁଆପିଲାଙ୍କୁ ସମ୍ଭାଳୁଛି
Synonyms : ଦାୟିତ୍ୱନେବା, ଦେଖିବା, ଯତ୍ନନେବା
Translation in other languages :
किसी व्यक्ति या वस्तु आदि का ध्यान रखना।
मेरी बहू अब नौकरी छोड़कर बच्चों तथा घर को सँभालती है।Meaning : ସଂଯତ କରି ଆୟତ୍ତରେ ରଖିବା
Example :
ଦୁର୍ଗୁଣରୁ ରକ୍ଷା ପାଇବାପାଇଁ ମୁଁ ନିଜକୁ ବହୁତ ସମ୍ଭାଳିଛି
Synonyms : କାବୁ କରିବା, ବଶ କରିବା, ସଂଯତ କରିବା
Translation in other languages :
Meaning : ଖରାପ ଦଶାରେ ଗତି କରିବାରୁ ରୋକିବା
Example :
ବୋହୂ ଏହି କଙ୍କଣ ଆମର ପୂର୍ବପୁରୁଷଙ୍କ ଚିହ୍ନ, ଏବେ ଏହାକୁ ତୁମେ ସମ୍ଭାଳ
Synonyms : ସୁରକ୍ଷିତ ରଖିବା
Translation in other languages :
बुरी दशा में जाने से रोकना।
बहू यह कंगन हमारे पुरखों की निशानी है अब इसे तुम सँभालो।Keep in safety and protect from harm, decay, loss, or destruction.
We preserve these archeological findings.Meaning : କୌଣସି ବୋଝ ଆଦିକୁ ଥୋଇବା
Example :
ନୂଆ ବୋହୂଦ୍ୱାରା ଘର ସମ୍ଭଳା ହବା କଷ୍ଟକର
Synonyms : ସମ୍ଭଳା ଯିବା, ସମ୍ଭଳା ହବା
Translation in other languages :
Meaning : ବିପତ୍ତି କଷ୍ଟ ଇତ୍ୟାଦିରେ ନିର୍ବାହ କରିବା
Example :
ଜୀବନର ବୋଝ ଏବେ ଆଉ ବୋହି ହେଉନାହିଁ
Translation in other languages :
Bear or be able to bear the weight, pressure,or responsibility of.
His efforts carried the entire project.Meaning : ନିଜ ଉପରକୁ କୌଣସି କାମର ଦାୟିତ୍ୱ ନେବା
Example :
ସେ ନିଜ ପିତାଙ୍କ କାରବାର ଭଲ ଭାବରେ ସମ୍ଭାଳିଛି
Translation in other languages :
Meaning : କୌଣସି ମନୋବେଗକୁ ରୋକିବା
Example :
ଜୀବନ -ମରଣ ତ ନିୟତିର ଖେଳ, ଆପଣ ଶୋକାକୁଳ ହୁଅନ୍ତୁ ନାହିଁ, ନିଜେ ନିଜକୁ ସମ୍ଭାଳନ୍ତୁ
Synonyms : ଆୟତ୍ତ କରିବା, ସଂଯତ କରିବା, ସହିବା, ସ୍ଥିର ରହିବା
Translation in other languages :