Meaning : କୌଣସି କାମଆଦିକୁ କରିବାପାଇଁ ଉପଯୋଗ ହେଉଥିବା ଶକ୍ତି
Example :
ସୂର୍ଯ୍ୟ ଶକ୍ତିର ଏକ ବହୁତ ବଡ଼ ସ୍ରୋତ
Synonyms : ଊର୍ଜା, ପ୍ରାକୃତିକ ଶକ୍ତି
Translation in other languages :
Meaning : ଯେଉଁ ଯୋଗ୍ୟତା ବା ସାମର୍ଥ୍ୟ ଯୋଗୁଁ କାହାଠାରେ କିଛି କରିପାରିବାର ବଳ ଆସେ
Example :
କିଛି ଲୋକ ନିଜ ଶକ୍ତିର ଦୁରୁପଯୋଗ କରନ୍ତି
Synonyms : କ୍ଷମତା
Translation in other languages :
The power or right to give orders or make decisions.
He has the authority to issue warrants.Meaning : ତନ୍ତ୍ରରେ ବର୍ଣ୍ଣିତ ଜଣେ ଅଧିଷ୍ଠାତ୍ରୀ ଦେବୀ ଯାହାଙ୍କର ଉପାସନା କରୁଥିବା ଲୋକମାନଙ୍କୁ ଶାକ୍ତ କୁହାଯାଏ
Example :
ପ୍ରାଚୀନକାଳରୁ ଶକ୍ତିଙ୍କ ଉପାସନା ଚାଲିଆସିଛି
Synonyms : ଇଶ୍ୱରୀ
Translation in other languages :
Meaning : କିଛି କରି ପାରିବାର କ୍ଷମତା
Example :
ତୁମଠାରେ କି ସାମର୍ଥ୍ୟ ଅଛି ଯେ ମୁଁ ତୁମକୁ ଡରିବି?
Translation in other languages :
The quality of being capable -- physically or intellectually or legally.
He worked to the limits of his capability.Meaning : ଗୋଟିଏ ମାତ୍ରା ଛନ୍ଦ
Example :
ଶକ୍ତିର ପ୍ରତ୍ୟେକ ପାଦରେ ଅଠରଟି ମାତ୍ରା ଥାଏ
Translation in other languages :
Meaning : କୌଣସି ସ୍ଥାନରେ ପହଞ୍ଚିବାର ଶକ୍ତି ବା ସାମର୍ଥ୍ୟ
Example :
ଏହି କାର୍ଯ୍ୟ ମୋ ସାମର୍ଥ୍ୟର ବାହାରେ
Synonyms : ସାମର୍ଥ୍ୟ
Translation in other languages :
An area in which something acts or operates or has power or control:.
The range of a supersonic jet.Meaning : ବାହୁ ବା ଶରୀରର ବଳ ଯାହାଦ୍ୱାରା ମଣିଷ କୈଣସି ବଡ଼ କାମ କରିପାରେ
Example :
ଭରତର ବାହୁବଳ ବିଷୟରେ କେହି ଅନୁମାନ କରି ନ ଥିଲେ
Synonyms : ପରାକ୍ରମ, ବାହୁବଳ, ଭୁଜବଳ
Translation in other languages :
बाहुओं या शरीर का वह बल जिससे मनुष्य कोई बड़ा काम करता है।
भरत के बाहुबल का अंदाजा किसी को नहीं था।Meaning : କୌଣସି ବିଶିଷ୍ଟ ଦେବତାଙ୍କ ଯେଉଁ ପରାକ୍ରମ ବା ଶକ୍ତି ତାଙ୍କ ପତ୍ନୀରୂପେ ଗ୍ରହଣ କରାଯାଏ
Example :
ଗୌରୀ ଶିବଙ୍କର ଓ ଲକ୍ଷ୍ମୀ ବିଷ୍ଣୁଙ୍କ ଶକ୍ତି
Translation in other languages :
किसी विशिष्ट देवता का पराक्रम या बल जो उसकी पत्नी के रूप में माना जाता है।
गौरी शिव की तथा लक्ष्मी विष्णु की शक्ति हैं।A female deity.
goddessMeaning : କ୍ଷମତାରେ ପୂର୍ଣ୍ଣ ହୋଇଥିବା ଅବସ୍ଥା ବା ଭାବ
Example :
ଆପଣଙ୍କ ପାରିବାପଣରୁ ଏହି କାର୍ଯ୍ୟ ହୋଇପାରିଲା
Synonyms : ତାକତ୍, ପାରିବାପଣ, ବଳ, ସମର୍ଥନ
Translation in other languages :
क्षमता से पूर्ण होने की अवस्था या भाव।
आपकी ताक़त के कारण ही यह कार्य हो सका।