Meaning : ଶରୀରରୁ ବସ୍ତ୍ର କାଢ଼ିବା
Example :
ମାଆଟି ଶିଶୁକୁ ଗାଧୋଇଦେବାପାଇଁ ଲଙ୍ଗଳା କରୁଥିଲା
Synonyms : ଉଲଗ୍ନ କରିବା
Translation in other languages :
Meaning : ସବୁକିଛି ଛଡ଼ାଇନେବା
Example :
ଲୁଣ୍ଠନକାରୀମାନେ ପଥିକକୁ ଲଙ୍ଗଳା କଲେ
Synonyms : ଉଲଗ୍ନ କରିବା
Translation in other languages :