Meaning : ଯାହାକୁ ସ୍ତ୍ରୀ ରୂପରେ ସଜାଇ ଦିଆ ଯାଇଛି ତଥା ଯାହାକୁ ତା ନିଜ ବର୍ଗର ସବୁଠାରୁ ଭଲ ଏବଂ ସବୁଠାରୁ ମହତ୍ବପୂର୍ଣ୍ଣ ବୋଲି ବିଚାର କରାଯାଏ
Example :
ଦାର୍ଜିଲିଙ୍ଗ ଏବଂ ଜଳପାଇଗୁଡି ମଝିରେ ଚାଲୁଥିବା ଟୟଟ୍ରେନ୍କୁ ପାହାଡର ରାଣୀ କହନ୍ତି
Synonyms : ମଲ୍ଲିକା
Translation in other languages :
Something personified as a woman who is considered the best or most important of her kind.
Paris is the queen of cities.Meaning : ରାଜଙ୍କ ପତ୍ନୀ
Example :
ରାଜା ଦଶରଥଙ୍କର ତିନି ରାଣୀ ଥିଲେ ଶାହଜହାଁ ନିଜ ରାଣୀ ମମତାଜମହଲଙ୍କ ସ୍ମୃତିରେ ତାଜମହଲ ନିର୍ମାଣ କରିଥିଲେ
Synonyms : ନୃପ ବଲ୍ଲଭା, ବେଗମ୍, ମଲ୍ଲିକା, ମହିଷୀ, ରାଜପତ୍ନୀ, ରାଜ୍ଞୀ
Translation in other languages :
राजा की पत्नी।
राजा दशरथ की तीन रानियाँ थीं।Meaning : ସମ୍ରାଟଙ୍କ ପତ୍ନୀ
Example :
କେତେକ ସାମ୍ରାଜ୍ଞୀ ରାଜକାର୍ଯ୍ୟ ଚଳାଇବାପାଇଁ ସମ୍ରାଟଙ୍କୁ ସାହାଯ୍ୟ କରିଥାନ୍ତି
Synonyms : ରାଜରାଜେଶ୍ୱରୀ, ସମ୍ରାଟ ପତ୍ନୀ, ସାମ୍ରାଜ୍ଞୀ
Translation in other languages :
सम्राट की पत्नी।
कुछ सम्राज्ञियाँ राज-काज चलाने में सम्राट की मदद करती थीं।A woman emperor or the wife of an emperor.
empressMeaning : କୌଣସି ଦେଶ ବା କ୍ଷେତ୍ରଆଦିର ମୁଖ୍ୟ ଶାସିକା
Example :
ରେଜିଆ ସୁଲତାନ, ଲକ୍ଷ୍ମୀବାଈଆଦି କେତେକ ରାଣୀ ନିଜ ପରାକ୍ରମ ବଳରେ ଶତ୍ରୁମାନଙ୍କ ଦର୍ପ ଭାଙ୍ଗିଥିଲେ
Translation in other languages :
Meaning : ଯେଉଁ ଖେଳାଳୀ କୌଣସି ବିଶେଷ ଖେଳର କ୍ଷେତ୍ରରେ ଶୀର୍ଷରେ ବା ସବୁଠୁ ଉପରେ
Example :
ଫେଡ଼େରର ଟେନିସର ବାଦଶାହା ସାନିଆ ବି କେବେ ଟେନିସର ରାଣୀ ହୋଇପାରେ
Synonyms : ବାଦଶାହା
Translation in other languages :