Meaning : ସତ୍ତା, ଅସ୍ତିତ୍ୱ, ଉପସ୍ଥିତି ଆଦି ସୂଚିତ କରୁଥିବା ମୁଖ୍ୟ ଏବଂ ସବୁଠାରୁ ଅଧିକ ପ୍ରଚଳିତ କ୍ରିୟା
Example :
ରାମ ସେ କୋଠରୀରେ ଅଛି
Translation in other languages :
सत्ता, अस्तित्व, उपस्थिति आदि सूचित करने वाली मुख्य और सबसे अधिक प्रचलित क्रिया या सत्ता, अस्तित्व, उपस्थिति आदि रूप में होना।
रमा उस कमरे में है।Happen, occur, take place.
I lost my wallet; this was during the visit to my parents' house.Meaning : କୌଣସି ଚାଲୁଥିବା କାର୍ଯ୍ୟ ମଝିରେ ବନ୍ଦ ହୋଇଯିବା
Example :
କାମ ଧନ୍ଦା ସବୁ ବନ୍ଦ ହୋଇଗଲା ଗାଡ଼ି ରହିଗଲା
Synonyms : ଥମି ଯିବା, ବନ୍ଦ ହେବା
Translation in other languages :
किसी चलते हुए कार्य आदि का बीच में बंद हो जाना या आगे न बढ़ना।
काम-धंधा सब रुक गया है।Meaning : କାହାରି ଘରେ ଦୀର୍ଘସମୟ ଧରି ରହିବା
Example :
ସେ ଏଠାରେ କେତେମାସହେଲା ରହୁଛି
Synonyms : ଅବସ୍ଥାନକରିବା, ବାସକରିବା
Translation in other languages :
Meaning : କୌଣସି ବିଶେଷ ଅବସ୍ଥାରେ ରହିବା ବା ବିଶେଷ ଅବସ୍ଥାର ହେବା
Example :
ଏଠାରେ ପାଗ ଅଧିକାଂଶ ସମୟ ଏକାଭଳି ରହେ ଏଠାରେ ମେ-ଜୁନ ମାସରେ ବହୁତ ଗରମ ହୁଏ
Synonyms : ହେବା
Translation in other languages :
किसी विशेष अवस्था में होना या किसी विशेष अवस्था का होना।
यहाँ मौसम अधिकतर एक जैसा रहता है।Meaning : କାହାରି ଅନ୍ତର୍ଗତ ହେବା
Example :
ମାଲକାନଗିରି ଓଡ଼ିଶାରେ ଆସୁଛି ଏହି କଥା ରାମାୟଣରେ ରହିଛି
Synonyms : ଆସିବା
Translation in other languages :
Meaning : କୌଣସି ସ୍ଥାନରେ ଅବସ୍ଥିତ ହେବା ବା ଏକ ନିଶ୍ଚିତ ସ୍ଥିତିରେ ରହିବା
Example :
ହିମାଳୟ ଭାରତର ଉତ୍ତରରେ
Synonyms : ଅବସ୍ଥାନ କରିବା, ଅବସ୍ଥିତ ହେବା
Translation in other languages :
Be located or situated somewhere. Occupy a certain position.
lieMeaning : ଖରାପ ହେବାକୁ ନଦେବା
Example :
ଆଚାର ତେଲରେ ବୁଡ଼େଇକି ରଖିଲେ ଅନେକ ଦିନ ସୁରକ୍ଷିତ ରହେ
Synonyms : ସୁରକ୍ଷିତ ରଖିବା
Translation in other languages :
खराब न होने देना।
अचार को तेल में डुबाकर अधिक दिनों तक बचाया जा सकता है।Meaning : ମନ ଆଦି ଭଲ ଭାବରେ ସ୍ଥିର ହେବା ଫଳରେ ତାହା ସହଜ ଭାବରେ ବାହାରି ପାରିବ ନାହିଁ
Example :
ଆପଣଙ୍କ କଥା ତାଙ୍କ ମସ୍ତିଷ୍କରେ ଜମି ଯାଇଛିସମ୍ରାଟଙ୍କର ଏଭଳି ପ୍ରତାପ ରହିଛି ଯେ କିଛି ରାଜା ବିନା ଯୁଦ୍ଧରେ ତାଙ୍କ ଅଧୀନତା ସ୍ୱୀକାର କରିନେଲେ
Translation in other languages :
Meaning : କୌଣସି ବସ୍ତୁ, ଜାଗା ଆଦିରେ ରଖା ହେବା ବା ରଖିବା ବା ତାହାର ଅନ୍ତର୍ଗତ ହେବା
Example :
ଟାଙ୍କିରେ ପାଣିଅଛିଏହି ବୋତଲରେ ଦୁଧ ଅଛି
Translation in other languages :
किसी वस्तु, जगह आदि में रखा होना या रखना या उसके अंतर्गत होना।
टंकी में पानी है।Meaning : ଖରାପ ନ ହେବା
Example :
ଫ୍ରିଜରେ ଜିନିଷ ବେଶି ଦିନ ପର୍ଯ୍ୟନ୍ତ ରହେ ପୁରି ଦୁଇ ଦିନ ପର୍ଯ୍ୟନ୍ତ ନିଶ୍ଚୟ ରହିଯିବ
Synonyms : ରହିଯିବା
Translation in other languages :
Meaning : କାହାରି ସଙ୍ଗେ ବ୍ୟକ୍ତିଗତ ବା ବ୍ୟବସାୟିକ ସମ୍ବନ୍ଧ ରଖିବା
Example :
ଶ୍ୟାମାର ଜଣେ ପ୍ରେମିକ ରହିଛି ତାର ଜଣେ ସହାୟକ ବି ଅଛନ୍ତି
Synonyms : ଘଟିବା, ଥିବା, ସଂପର୍କ ଥିବା, ହେବା
Translation in other languages :
Have a personal or business relationship with someone.
Have a postdoc.Meaning : କୌଣସି ସ୍ଥାନରେ ସ୍ଥାୟୀ ରୂପରେ ବାସ କରିବା
Example :
ତାଙ୍କ ଭାଇ ଆମେରିକାରେ ରହନ୍ତି
Synonyms : ବାସକରିବା
Translation in other languages :
Meaning : କାହାର ସହାୟତାରେ ରହିବା
Example :
ଏଭଳି ଗ୍ରହଣ କରାଯାଏ କି ଶେଷନାଗର ଫଣା ଉପରେ ପୃଥିବୀ ଅବସ୍ଥିତ
Synonyms : ଅବସ୍ଥିତ ହେବା
Meaning : ଶୀଘ୍ର ଖରାପ ବା ନଷ୍ଟ ନ ହେବା ବା କାମରେ ଆସିବା
Example :
ଭଲ କମ୍ପାନୀଗୁଡ଼ିକର ଉତ୍ପାଦ ବହୁତ ଦିନ ପର୍ଯ୍ୟନ୍ତ ତିଷ୍ଠିରହେ
Synonyms : ଚାଲିବା, ତିଷ୍ଠି ରହିବା
Translation in other languages :
Meaning : ହିସାବ କଲା ପରେ କିଛି ଧନ କାହା ପାଖରେ ରହିବା
Example :
ଆପଣଙ୍କ ଉପରେ ମୋର ପାଞ୍ଚଟଙ୍କା ରହିଛି
Translation in other languages :
Meaning : (ଜୀବନଯାପନ କରିବାପାଇଁ) ନିବାସ କରିବା
Example :
ଏଇ ଶ୍ରମିକମାନେ ନିକଟସ୍ଥ କୁଡ଼ିଆରେ ରହୁଛନ୍ତି
Synonyms : ବସବାସକରିବା, ବାସକରିବା
Translation in other languages :