Meaning : ଛଅଟି ବର୍ଣ୍ଣକୁ ନେଇ ଗୋଟିଏ ବର୍ଣ୍ଣବୃତ୍ତ
Example :
ମାଳତୀର ପ୍ରତ୍ୟେକ ପାଦରେ ଦୁଇଟି ଜଗଣ ଥାଏ
Meaning : ସୁଗନ୍ଧିତ ଫୁଲର ଏକ ଗଛ
Example :
ସାଧୁ ମହାରାଜା ନିଜ କୁଡିଆ ଚାରିପଟେ ମାଳତୀ ଫୁଲ ଲଗେଇଛନ୍ତି
Translation in other languages :
Any of several shrubs and vines of the genus Jasminum chiefly native to Asia.
jasmineMeaning : ଏକ ଘନ ଲତା ଯାହାର ଫୁଲ ବହୁତ ଭଲ ଲାଗେ
Example :
ଆମ ଫୁଲବଗିଚାରେ ମାଳତୀ ମଧ୍ୟ ଲାଗିଛି
Translation in other languages :
A plant with a weak stem that derives support from climbing, twining, or creeping along a surface.
vineMeaning : ବାରଟି ବର୍ଣ୍ଣକୁ ନେଇ ଗୋଟିଏ ବର୍ଣ୍ଣବୃତ୍ତ
Example :
ମାଳତୀର ପ୍ରତ୍ୟେକ ଚରଣରେ କ୍ରମରେ ନଗଣ, ଜଗଣ, ଜଗଣ ଏବଂ ରଗଣ ଥାଏ
Translation in other languages :
Meaning : ଏକ ପ୍ରକାରର ଧଳା ସୁଗନ୍ଧିତ ଫୁଲ
Example :
ମାଳତୀର ସୁବାସ ସାରା ବଗିଚାରେ ଭରିଯାଇଛି
Synonyms : ମଧୁମାଳତୀ
Translation in other languages :
Meaning : ଜାଇ ଭଳି ଏକ ପ୍ରକାରର ଲତାରେ ଫୁଟୁଥିବା ଫୁଲ
Example :
ବଗିଚାରେ ମାଳତୀ ବହୁତ ମହକୁଛି
Translation in other languages :
Meaning : ଛୋଟ ଧଳା ରଙ୍ଗର ଫୁଲ ଯାହା ବହୁତ ସୁବାସିତ
Example :
ତାଙ୍କ ଘର ସାମ୍ନାରେ ଚାଲି ଗଲାବେଳେ ମାଳତୀ ଫୁଲର ବାସ୍ନା ଆସେ
Synonyms : ନବମାଳିକା
Translation in other languages :