Meaning : ଚାପରେ ବା ସଙ୍କଟ ଅବସ୍ଥାରେ ଗୁପ୍ତ କଥା ପ୍ରକାଶ କରିବା
Example :
ପୋଲିସ ମାଡ଼ରେ କଏଦୀ ବିବ୍ରତ ହୋଇ ପରିଶେଷରେ ହତ୍ୟା ଘଟଣା କହିପକାଇଲା
Synonyms : କହିପକାଇବା, କହିପକେଇବା, ସ୍ୱୀକାରକରିବା
Translation in other languages :
Meaning : ସହମତ ହେବା
Example :
ମୁଁ ଆପଣଙ୍କ କଥା ମାନୁଛି
Synonyms : ରାଜି ହେବା, ସମ୍ମତ ହେବା, ସ୍ୱୀକାର କରିବା
Translation in other languages :
सहमत होना।
मैं आपकी बात मानता हूँ।Meaning : କାହାରି ପ୍ରତି ଆଦର ଭାବ ରଖିବା
Example :
ମୁଁ ତାଙ୍କୁ ବହୁତ ମାନେ
Translation in other languages :
Meaning : କାହାରି କଥା, ଆଦେଶ ଆଦି ଅନୁସାରେ କାମ କରିବା
Example :
ସେ ମୋ ଆଦେଶ ମାନିଲା ନାହିଁ
Synonyms : ପାଳନ କରିବା
Translation in other languages :
Be obedient to.
obeyMeaning : କଳ୍ପନା କରିବା
Example :
ଆମେ ପ୍ରଶ୍ନର ଉତ୍ତର କରିବା ପାଇଁ ଅଜଣା ଅଙ୍କ ସ୍ଥାନରେ କ ଏବଂ ଖ କୁ କଳ୍ପନା କରିଛୁ
Synonyms : କଳ୍ପନା କରିବା, ଗ୍ରହଣ କରିବା, ଭାବିବା
Translation in other languages :
कल्पना करना।
हमने सवाल हल करने के लिए क और ख को अनभिज्ञ अंकों के स्थान पर माना है।Form a mental image of something that is not present or that is not the case.
Can you conceive of him as the president?.Meaning : ସୁନ୍ଦର ବା ଭଲ ଲାଗିବା
Example :
ଏହି ପୋଷାକ ଆପଣଙ୍କୁ ମାନୁଛି
Synonyms : ଭଲ ଲାଗିବା, ଶୋଭିତ ହେବା
Translation in other languages :
सुंदर या अच्छा लगना।
यह पोशाक आप पर खिल रही है।Meaning : ଧାର୍ମିକ ଦୃଷ୍ଟିରେ କୌଣସି କଥାରେ ଶ୍ରଦ୍ଧା ବା ବିଶ୍ୱାସ କରିବା
Example :
ମୁ ନିରାକାର ଈଶ୍ୱରଙ୍କୁ ମାନେ
Synonyms : ସ୍ୱୀକାର କରିବା
Translation in other languages :
Meaning : ମହତ୍ତ୍ୱ ବୁଝିବା
Example :
ଏବେ ତ ମାନିବାକୁ ପଡ଼ିବଯେ ଆପଣ ଗୃହବିଜ୍ଞାନର ବିଶେଷଜ୍ଞ
Synonyms : ସ୍ୱୀକାରକରିବା
Translation in other languages :
Accept (someone) to be what is claimed or accept his power and authority.
The Crown Prince was acknowledged as the true heir to the throne.