Meaning : ଯେଉଁ ବୃକ୍ଷର ମିଠା ଫୁଲରୁ ମଦ ଏବଂ ଅନ୍ୟ ଖାଦ୍ୟ ବସ୍ତୁ ତିଆରି ହୁଏ
Example :
ମହୁଲ କାଠ ମଣିଷପାଇଁ ବହୁତ ଉପଯୋଗୀ ହୋଇଥାଏ
Synonyms : ମହୁଆ
Translation in other languages :
A tall perennial woody plant having a main trunk and branches forming a distinct elevated crown. Includes both gymnosperms and angiosperms.
treeMeaning : ଗୋଟିଏ ଗଛରୁ ମିଳୁଥିବା ମିଠା ଫୁଲ ଯେଉଁଥିରୁ ମଦ୍ୟ ଓ ଅନ୍ୟାନ୍ୟ ଖାଦ୍ୟ ପଦାର୍ଥ ତିଆରି କରାଯାଏ
Example :
ମହୁଲକୁ ଶୁଖାଇ ବ୍ୟବହାରଯୋଗ୍ୟ କରାଯାଏ
Synonyms : ମହୁଆ
Translation in other languages :