Meaning : ଭୁଲରେ କୌଣସି ବସ୍ତୁ କେଉଁଠି ଛାଡ଼ିଦେବା
Example :
ଆଜି ମୁଁ ଚାବି ଘରେ ଭୁଲି ଆସିଛି
Synonyms : ଛାଡ଼ିବା
Translation in other languages :
Meaning : ଭୁଲିବା ଅବସ୍ଥାକୁ ଆସିବା ବା କାମ ଆଦିରେ ଲାଗିଯିବାହେତୁ ଶାନ୍ତ ହେବା
Example :
ପିଲାମାନେ ମିଠାକଥାରେ ସହଜରେ ଭୁଲିଯାନ୍ତି
Translation in other languages :
Cause someone to believe an untruth.
The insurance company deceived me when they told me they were covering my house.