Meaning : କୌଣସି ବ୍ଲକର ମୁଖ୍ୟ କାର୍ଯ୍ୟାଳୟ
Example :
ବ୍ଲକ ମୁଖ୍ୟ କାର୍ଯ୍ୟାଳୟ ଆଗରେ ଲୋକେ ବିକ୍ଷୋଭ କରୁଛନ୍ତି
Synonyms : ବ୍ଲକ ମୁଖ୍ୟାଳୟ, ବ୍ଲକ ହେଡକ୍ବାଟର
Translation in other languages :
किसी प्रखंड का मुख्यालय।
प्रखंड मुख्यालय के सामने लोग प्रदर्शन कर रहे हैं।(usually plural) the office that serves as the administrative center of an enterprise.
Many companies have their headquarters in New York.