Meaning : ଏକ ପ୍ରକାରର ସୁଗନ୍ଧିତ ପୁଲ
Example :
ମାଳୀ ବଗିଚାରେ ବୈଜୟନ୍ତୀର ମାଳ ତିଆରି କରୁଛି
Translation in other languages :
Meaning : ଜଣେ ଅପ୍ସରା
Example :
ବୈଜୟନ୍ତୀଙ୍କ ବର୍ଣ୍ଣନା ପୁରାଣରେ ମିଳେ
Translation in other languages :
(classical mythology) a minor nature goddess usually depicted as a beautiful maiden.
The ancient Greeks believed that nymphs inhabited forests and bodies of water.Meaning : ଗୋଟିଏ ପ୍ରକାରର ମାଳା ଯେଉଁଥିରେ ପାଞ୍ଚ ପ୍ରକାରର ଫୁଲ ଥାଏ
Example :
ଶ୍ୟାମ ନିଜ ପ୍ରିୟତମା ରାଧାଙ୍କ ଗଳାରେ ବୈଜୟନ୍ତୀ ମାଳା ପକାଇଦେଲେ
Synonyms : ବୈଜୟନ୍ତିକା, ବୈଜୟନ୍ତୀ ମାଳା, ବୈଜୟନ୍ତୀ ହାର
Translation in other languages :
एक प्रकार की माला जिसमें पाँच रंगों के फूल होते हैं।
श्याम ने अपनी प्रियतमा राधा के गले में वैजयंतीमाला डाल दी।Meaning : ଏକ ପ୍ରକାର ଗଛ ଯାହାର ଫୁଲ ଅତୀବ ସୁନ୍ଦର
Example :
ମାଳୀ ଉଦ୍ୟାନରେ ବୈଜୟନ୍ତୀ ଲଗାଉଛି
Synonyms : ବୈଜୟଂତି, ବୈଜୟନ୍ତିକା
Translation in other languages :