Meaning : ସାହିତ୍ୟର ନଅଟି ରସ ମଧ୍ୟରୁ ସପ୍ତମ ରସ
Example :
ବିଭତ୍ସ ରସରେ ରକ୍ତ,ମାଂସ ଆଦି ଅରୁଚି ଓ ଘୃଣା ଉତ୍ପନ୍ନ କରୁଥିବା ବସ୍ତୁଗୁଡିକର ବର୍ଣ୍ଣନା ହୋଇଥାଏ
Synonyms : ବୀଭତ୍ସ ରସ
Translation in other languages :
Meaning : ଯାହା ଘୃଣା କରିବା ଯୋଗ୍ୟ
Example :
ଭୃଣହତ୍ୟା ଏକ ଘୃଣିତ ଅପରାଧ
Synonyms : କୁତ୍ସିତ, ଘୃଣାସ୍ପଦ, ଘୃଣିତ, ଘୃଣ୍ୟ, ଜଘନ୍ୟ
Translation in other languages :
Offensive to the mind.
An abhorrent deed.