Subscribe
URL of the page has been copied to clipboard.
Meaning : ଯାହା ମାତ୍ରାରେ ଅଧିକ
Example : ସେ ଏକ ବହୁତ ବଡ଼ ସ୍କର୍ଟ ପିନ୍ଧିଛି
Synonyms : ବହୁତ ବଡ଼, ବିରାଟ, ବୃହତ
Translation in other languages :हिन्दी English
जो मात्रा में अधिक हो।
Large in volume or bulk.
Meaning : ଆକାର ମାତ୍ରାଆଦିରେ ଯେ ବହୁତ ବଡ଼
Example : ସୁରସା ହନୁମାନଙ୍କୁ ବିସ୍ମିତ କରିବାପାଇଁ ବିଶାଳରୂପ ଧାରଣ କଲେ ଆଗାମୀ ମାସରେ ଏଠାରେ ବିରାଟ ସଭା ହେବ
Synonyms : ଦୀର୍ଘକାୟ, ବିରାଟ, ବୃହତ
आकार, मात्रा आदि में जो बहुत बड़ा हो।
So exceedingly large or extensive as to suggest a giant or mammoth.
Meaning : ବହୁତ ବଡ଼
Example : ସୁରସା ହନୁମାନଙ୍କୁ ପରାସ୍ତ କରିବାପାଇଁ ଦୀର୍ଘକାୟ ରୂପ ଧାରଣ କଲା
Synonyms : ଦୀର୍ଘକାୟ, ବୃହତକାୟ
Example : ନିର୍ବାଚନରେ ତାଙ୍କର ବିଶାଳ ପରାଜୟ ହେଲା ତାକୁ ବୃହତ ସଫଳତା ମିଳିଲା
Synonyms : ବିପୁଳ, ବିରାଟ, ବୃହତ
बहुत बड़ा।
(used informally) very large.
Install App