Meaning : ବିଶ୍ୱରୂପ ବ୍ରହ୍ମା
Example :
ପୁରାଣ ଅନୁସାରେ ସୂର୍ଯ୍ୟ, ଚନ୍ଦ୍ର ଏବଂ ଅଗ୍ନି ହେଉଛନ୍ତି ବିରାଟ ପୁରୁଷଙ୍କ ତିନି ନୟନ
Synonyms : ବିରାଟ ପୁରୁଷ
Translation in other languages :
विश्वरूप ब्रह्मा।
पुराणों के अनुसार सूर्य, चाँद और अग्नि - ये विराट् के तीन नयन हैं।The Creator. One of the three major deities in the later Hindu pantheon.
brahmaMeaning : ମହାଭାରତରେ ବର୍ଣ୍ଣିତ ଜଣେ ରାଜା
Example :
ଅଜ୍ଞାତବାସ ସମୟରେ ପାଣ୍ଡବମାନେ ରାଜା ବିରାଟଙ୍କ ପାଖରେ ଚାକିରି କରିଥିଲେ
Translation in other languages :
An imaginary being of myth or fable.
mythical beingMeaning : ବହୁତ ବଡ଼ ଆକାରର
Example :
ଦୁଇଟି ବିରାଟ ପାହଡ଼ ମଝିରେ ଅଣଓସାର ନଦୀ ପ୍ରବାହିତ ହେଉଛି
Translation in other languages :
Meaning : ବହୁତ ବଡ଼
Example :
ନିର୍ବାଚନରେ ତାଙ୍କର ବିଶାଳ ପରାଜୟ ହେଲା ତାକୁ ବୃହତ ସଫଳତା ମିଳିଲା
Translation in other languages :