Meaning : ଯେ ଲୁଗା ପିନ୍ଧିନାହିଁ ବା ଖୋଲା ରହିବା ବାଲା
Example :
ଗୋଟିଏ ଲଙ୍ଗଳା ପିଲା ମାଟିରେ ଖେଳୁଛି ଆଜିବି କୌଣସି କୌଣସି ଗୋଷ୍ଠୀର ଲୋକ ଲଙ୍ଗଳା ରହୁଛନ୍ତି
Synonyms : ନଗ୍ନ, ବସ୍ତ୍ରହୀନ, ବିବସନ, ଲଙ୍ଗଳା
Translation in other languages :
Completely unclothed.
Bare bodies.