Meaning : ବିକ୍ରି କରିବାପାଇଁ ଉପଲବ୍ଧ କରିବା
Example :
ଶୀତରେ କେତେକ ଦୋକାନୀ ନୂଆ ପ୍ରକାରର ଗରମ କପଡ଼ା ଉପଲବ୍ଧ କରାନ୍ତି
Synonyms : ଉପଲବ୍ଧ କରିବା, ବିକ୍ରିପାଇଁ ଗଚ୍ଛିତ କରିବା, ବିକ୍ରିପାଇଁ ରଖିବା
Translation in other languages :
*बेचने के लिए उपलब्ध कराना।
जाड़े में कुछ दुकानदार नए-नए प्रकार के गर्म कपड़े उपलब्ध कराते हैं।