Meaning : ବିକାଶ ପ୍ରାପ୍ତ ହେବା
Example :
ଆମ ବେପାର ଧୀରେଧୀରେ ବିକଶିତ ହେଉଛି
Synonyms : ଉନ୍ନତ ହେବା, ବିକଶିବା
Translation in other languages :
Meaning : କଢ଼ର ଫୁଲ ରୂପକୁ ବଦଳିବା
Example :
ସୂର୍ୟଙ୍କ କିରଣ ପଡିବା ମାତ୍ରେ ଅନେକ କଢ଼ ଫୁଟି ଉଠିଲା
Synonyms : ଖେଳିଯିବା, ପ୍ରସ୍ଫୁଟିତ ହେବା, ଫୁଟି ଉଠିବା, ଫୁଟିବା
Translation in other languages :
कली का फूल के रूप में बदलना।
सूर्य का प्रकाश मिलते ही अनेक कलियाँ खिल गईं।