Meaning : ପେଟକୁ ଯାଇଥିବା ବସ୍ତୁକୁ ମୁହଁ ଦେଇ ବାହାର କରିବା
Example :
ଜଣାନାହିଁ ମୋହନ କାହିଁକି ବାନ୍ତି କରୁଛି
Synonyms : ଉଗାଳିବା, ଉଦ୍ଗାରିବା, ଉଦ୍ଗିରଣକରିବା, ଓକାଳିବା, ବାନ୍ତିକରିବା
Translation in other languages :
Eject the contents of the stomach through the mouth.
After drinking too much, the students vomited.