Meaning : ତାପଦ୍ବାରା ତରଳ ପଦାର୍ଥକୁ ଫୁଟାଇବା କାମ ବା ଉତ୍ତାପରେ ତରଳ ପଦାର୍ଥ ଫୁଟିବାର ପ୍ରକ୍ରିୟା
Example :
ପାଣି ଓ କ୍ଷୀର ଫୁଟିବା ଏକ ନିର୍ଦ୍ଦିଷ୍ଟ ତାପମାତ୍ରାରେ ହୁଏ
Synonyms : ଗଳନ
Translation in other languages :
ताप देकर तरल पदार्थ को उबालने का काम या ताप पर द्रव के उबलने की क्रिया।
पानी और दूध का क्वथन एक अगल निश्चित ताप पर होता है।Meaning : ଉପରେ ଚୋପା ବା ଆବରଣ ଥିବା ଏବଂ ଭିତର ଭାଗରେ ପୋଲା ବା ନରମ ଜିନିଷରେ ଭର୍ତ୍ତିଥିବା ଏଭଳି ବସ୍ତୁର ଫାଟିବା
Example :
ଏହି ଢୋଲ ଫାଟିଗଲା
Synonyms : ଫାଟିବା
Translation in other languages :
Meaning : ଗଛରେ ଫୁଲ ହେବା
Example :
କ୍ଷେତରେ ସୋରିଷ ଫୁଲ ଫୁଟିଲାଣି
Synonyms : ଫୁଲ ଧରିବା
Translation in other languages :
Meaning : କଢ଼ର ଫୁଲ ରୂପକୁ ବଦଳିବା
Example :
ସୂର୍ୟଙ୍କ କିରଣ ପଡିବା ମାତ୍ରେ ଅନେକ କଢ଼ ଫୁଟି ଉଠିଲା
Synonyms : ଖେଳିଯିବା, ପ୍ରସ୍ଫୁଟିତ ହେବା, ଫୁଟି ଉଠିବା, ବିକଶିତ ହେବା
Translation in other languages :
कली का फूल के रूप में बदलना।
सूर्य का प्रकाश मिलते ही अनेक कलियाँ खिल गईं।Meaning : ଭେଦକରି ବାହାରିବା
Example :
ଏଠାରେ ପ୍ରାୟ ଜ୍ୱାଳାମୁଖୀର ଉଦ୍ଗୀରଣ ହୁଏ
Synonyms : ଉଦ୍ଗୀରଣ ହେବା
Translation in other languages :