Subscribe
URL of the page has been copied to clipboard.
Meaning : କୌଣସି କାମ କରିବାପାଇଁ କାହା ସାମନାରେ ଉପସ୍ଥାପିତ ପ୍ରସ୍ତାବ
Example : ପ୍ରଧାନମନ୍ତ୍ରୀ ପାକିସ୍ତାନ ସମ୍ମୁଖରେ ଶାନ୍ତିର ପ୍ରସ୍ତାବ ଉପସ୍ଥାପିତ କରିଛନ୍ତି
Synonyms : ପରାମର୍ଶ, ପ୍ରସ୍ତାବ, ବିଚାର
Translation in other languages :हिन्दी English
जो किसी के सामने स्वीकृति या अस्वीकृति के लिए प्रस्तुत किया जाय।
The verbal act of offering.
Meaning : ବିଚାର କରାଯାଉଥିବା ବିଷୟର ସ୍ୱରୂପ ବା ପରଂପରା
Example : ସେହି ସଭାରେ ବିଜ୍ଞାନ ବିଷୟରେ କଥାବାର୍ତ୍ତା ଚାଲିଛି ମୁଁ ଏହି ପ୍ରସଙ୍ଗରେ କୌଣସି କଥା କହିବାକୁ ଚାହୁଁନାହିଁ
Synonyms : ପ୍ରକରଣ, ବିଷୟ, ମାମଲା, ମୁଦ୍ଦା, ସନ୍ଦର୍ଭ
विवेच्य विषय का स्वरूप और परंपरा।
The subject matter of a conversation or discussion.
Install App