Meaning : ଦକ୍ଷିଣର ଦିଗ୍ଗଜଙ୍କ ପତ୍ନୀ
Example :
ପିଙ୍ଗଳାଙ୍କ ଉଲ୍ଲେଖ ପ୍ରାଚୀନ କଥାରେ ମିଳେ
Synonyms : ପିଂଗଳା
Translation in other languages :
An imaginary being of myth or fable.
mythical beingMeaning : ହଠଯୋଗ ଏବଂ ତନ୍ତ୍ର ଅନୁସାରେ ଶରୀରର ତିନୋଟି ପ୍ରଧାନ ନାଡ଼ିମାନଙ୍କ ମଧ୍ୟରୁ ଗୋଟିଏ
Example :
ପିଙ୍ଗଳା ଆମ ଶରୀରସ୍ଥ ମେରୁଦଣ୍ଡର ଡାହାଣ ପଟରେ ଥାଏ
Synonyms : ପିଙ୍ଗଳା ନାଡ଼ି, ସୂର୍ଯ୍ୟ ନାଡ଼ି
Translation in other languages :
हठयोग और तंत्र के अनुसार शरीर की तीन प्रधान नाड़ियों में से एक।
पिंगला हमारे शरीर के मेरुदंड की दाँयी ओर होती है।One of four substances thought in ancient and medieval cosmology to constitute the physical universe.
The alchemists believed that there were four elements.Meaning : ପୁରାଣରେ ବର୍ଣ୍ଣିତ ଜଣେ ବେଶ୍ୟା
Example :
ପିଙ୍ଗଳାର ଉଲ୍ଲେଖ ବହୁତ କମ୍ ମିଳେ
Synonyms : ପିଂଗଳା
Translation in other languages :
An imaginary being of myth or fable.
mythical beingMeaning : ରାଜା ଭରଥରୀଙ୍କ ପତ୍ନୀ
Example :
ପିଙ୍ଗଳାଙ୍କ ଉଲ୍ଲେଖ ପ୍ରାଚୀନ କଥାମାନଙ୍କରେ ମିଳେ
Synonyms : ପିଂଗଳା
Translation in other languages :
An imaginary being of myth or fable.
mythical beingMeaning : ହଠଯୋଗ ଏବଂ ତନ୍ତ୍ର ଅନୁସାରେ ଶରୀରର ତିନି ପ୍ରଧାନ ନାଡ଼ିମାନଙ୍କ ମଧ୍ୟରୁ ଗୋଟିଏ
Example :
ପିଙ୍ଗଳା ଆମ ଶରୀରସ୍ଥ ମେରୁଦଣ୍ଡର ଡାହାଣ ପଟରେଥାଏ
Synonyms : ପିଙ୍ଗଳା ନାଡ଼ି, ସୂର୍ଯ୍ୟ ନାଡ଼ି
Translation in other languages :