Copy page URL Share on Twitter Share on WhatsApp Share on Facebook
Get it on Google Play
Meaning of word ପଳାୟନ କରିବା from ଓଡ଼ିଆ dictionary with examples, synonyms and antonyms.

ପଳାୟନ କରିବା   କ୍ରିୟାପଦ

Meaning : ବିପଦ ସ୍ଥାନରୁ ଡରି ବା ନିଜ କର୍ତ୍ତବ୍ୟ ଆଦିରୁ ବିମୁଖ ହୋଇ ଓ ଲୋକଙ୍କ ନଜରକୁ ଏଡ଼ାଇ ପଳାଇଯିବା

Example : କଏଦୀ ଜେଲରୁ ଫେରାର ହୋଇଗଲା

Synonyms : ଫେରାର ହେବା


Translation in other languages :

Run away from confinement.

The convicted murderer escaped from a high security prison.
break loose, escape, get away