Meaning : ଚଢ଼େଇ ଏବଂ କିଛି କୀଟଙ୍କର ଏକ ଅଙ୍ଗ ଯାହା ଉଡ଼ିବାରେ ସହାୟକ
Example :
ଶିକାରୀ ଖଣ୍ଡାରେ ପକ୍ଷୀର ଦୁଇଟି ଯାକ ଡେଣା କାଟିଦେଲା
Translation in other languages :
A movable organ for flying (one of a pair).
wingMeaning : ଯାହାକୁ ଆମେ ନିଜର ବୋଲି ଭାବୁନା
Example :
ନିଃସ୍ୱାର୍ଥ ସେବକ ନିଜ ଓ ପର ମଧ୍ୟରେ ଭେଦ କରନ୍ତି ନାହିଁ
Synonyms : ଇତର
Translation in other languages :
Meaning : ପକ୍ଷୀମାନଙ୍କ ବାହାର ଆବରଣକୁ ତିଆରି କରିଥିବା ହାଲୁକା ତଥା ଜଳ ନିରୋଧକ ସଂରଚନା
Example :
ପ୍ରଭୁ କୃଷ୍ଣ୍ନ ନିଜ ମୁଣ୍ଡରେ ମୟୂର ପକ୍ଷ ଧାରଣ କରୁଥିଲେ
Translation in other languages :