Meaning : ଝଗଡା କରୁଥିବା ବା ମକଦ୍ଦମା ଲଢୁଥିବା ଦଳ ବା ପକ୍ଷମାନଙ୍କ ମଧ୍ୟରୁ ପ୍ରତ୍ୟେକ
Example :
ସେ ବି ସେହି ମକଦ୍ଦମାରେ ପକ୍ଷ ଥିଲେ
Translation in other languages :
झगड़ा करने या मुकदमा लड़ने वाले दलों या पक्षों में से प्रत्येक।
ये भी उस मुकदमे में एक पक्षकार थे।Meaning : କୌଣସି ବିଷୟରେ ଦୁଇ ବା ଅଧିକ ପରସ୍ପର ବିରୋଧୀ ତତ୍ତ୍ୱ, ସିଦ୍ଧାନ୍ତ ଅଥବା ଦଳରୁ କୌଣସି ଗୋଟିଏ
Example :
ଆପଣ କେଉଁ ପକ୍ଷରେ ଅଛନ୍ତି?
Translation in other languages :
किसी विषय के दो या अधिक परस्पर विरोधी तत्वों, सिद्धांतों अथवा दलों में से कोई एक।
आप किस पक्ष में हैं?An aspect of something (as contrasted with some other implied aspect).
He was on the heavy side.Meaning : ପକ୍ଷୀମାନଙ୍କ ବାହାର ଆବରଣକୁ ତିଆରି କରିଥିବା ହାଲୁକା ତଥା ଜଳ ନିରୋଧକ ସଂରଚନା
Example :
ପ୍ରଭୁ କୃଷ୍ଣ୍ନ ନିଜ ମୁଣ୍ଡରେ ମୟୂର ପକ୍ଷ ଧାରଣ କରୁଥିଲେ
Translation in other languages :
Meaning : କୌଣସି ବିଶେଷ ମତ ଉପରେ ସମର୍ଥନ କରୁଥିବା ଲୋକଙ୍କ ସମାହାର
Example :
ଆପଣ କେଉଁ ଦଳର ?
Translation in other languages :
Meaning : ଔଚିତ୍ୟ ବା ନ୍ୟାୟ ବିଚାର ଛାଡ଼ିକରି କୌଣସି ଗୋଟିଏ ପକ୍ଷର ଅନୁରୂପ ହେବା ପ୍ରବୃତ୍ତି ବା ସହାନୁଭୂତି ଏବଂ ସେହି ପକ୍ଷକୁ ସମର୍ଥନ କରିବା ପ୍ରକ୍ରିୟା ବା ଭାବ
Example :
ଆମକୁ ପକ୍ଷପାତର ଉର୍ଦ୍ଧ୍ୱକୁଯାଇ ସର୍ବକଲ୍ୟାଣାର୍ଥେ କାର୍ଯ୍ୟ କରିବା ଉଚିତ
Translation in other languages :
Meaning : ସେନାର କୌଣସି ପକ୍ଷ (ବାମ ବା ଡାହାଣ)
Example :
ଭାରତୀୟ ସେନା ପ୍ରଥମେ ଶତ୍ରୁସୈନ୍ୟଙ୍କ ଦକ୍ଷିଣ ଦିଗରୁ ଆକ୍ରମଣ କଲେ
Synonyms : ଦିଗ
Translation in other languages :
Meaning : ଚଢ଼େଇ ଏବଂ କିଛି କୀଟଙ୍କର ଏକ ଅଙ୍ଗ ଯାହା ଉଡ଼ିବାରେ ସହାୟକ
Example :
ଶିକାରୀ ଖଣ୍ଡାରେ ପକ୍ଷୀର ଦୁଇଟି ଯାକ ଡେଣା କାଟିଦେଲା
Translation in other languages :
A movable organ for flying (one of a pair).
wingMeaning : ଯେଉଁ କଥାକୁ କେହି ପ୍ରମାଣ କରିବାକୁ ଚାହେଁ ବା ଯାହାର ଆଉ କାହା ସହିତ ବିରୋଧ ହୁଏ ବା ହୋଇପାରେ
Example :
ଆପଣ ପ୍ରଥମେ ଆପଣଙ୍କର ପକ୍ଷ ଜଜଙ୍କ ସାମ୍ନାରେ ରଖନ୍ତୁ
Translation in other languages :
वह बात जिसे कोई सिद्ध करना चाहता हो तथा जिसका किसी ओर से विरोध होता या हो सकता हो।
आप पहले अपना पक्ष जज के सामने रखिए।Meaning : ଚାନ୍ଦ୍ରମାସର ପନ୍ଦର ପନ୍ଦର ଦିନର ଦୁଇ ବିଭାଗ ମଧ୍ୟରୁ କୌଣସି ଏକ ଭାଗ
Example :
ଭଗବାନ କୃଷ୍ଣଙ୍କ ଜନ୍ମ କୃଷ୍ଣ ପକ୍ଷର ଅଷ୍ଟମୀରେ ହୋଇଥିଲା
Synonyms : ପଖ
Translation in other languages :
Meaning : କୌଣସି କଥା, କାମ ଆଦିର ସମର୍ଥନ
Example :
ମୁଁ ଏହି କାମକରିବାର ପକ୍ଷରେ ନୁହେଁ
Translation in other languages :
Meaning : କୌଣସି ବସ୍ତୁ ବିଷୟରେ ଥିବା ବିଭିନ୍ନ କଥାମଧ୍ୟରୁ ଗୋଟିଏ ବିଷୟ ଯାହା ଉପରେ ଅଲଗା ଅଲଗା ବିଚାର କରିବାକୁ ପଡ଼େ
Example :
ଭାରତୀୟ ଅର୍ଥବ୍ୟବସ୍ଥାର ବିଭିନ୍ନ ଦିଗ ଉପରେ ବିଚାର କରିବା ଆବଶ୍ୟକ
Synonyms : ଦିଗ
Translation in other languages :
Meaning : ଯେଉଁ ବ୍ୟକ୍ତି ନ୍ୟାୟାଳୟର ମୋକଦ୍ଦମାରେ ସାମିଲ୍ ଥାଆନ୍ତି
Example :
ଆଜି ଅଦାଲତରେ ପ୍ରଥମ ପକ୍ଷ ଅନୁପସ୍ଥିତ ଥିଲେ
Synonyms : ପାର୍ଟି
Translation in other languages :