Meaning : ନିଜେ ଆଣିଥିବା ବା ଅଣାଯାଇଥିବା
Example :
ଏହା ହେଉଛି ମୋର ନିଜସ୍ୱ ଅନୁଭବ
Translation in other languages :
Meaning : ଯାହା କାହାରି ଅନୁବାଦ, ନକଲ ବା ଆଧାର ଉପରେ ଆଧାରିତ ନୁହେଁ, କିନ୍ତୁ ନିଜର ଉଦ୍ଭାବନରୁ ବାହାରିଛି
Example :
ଏହା ମୋର ମୌଳିକ ରଚନା
Synonyms : ମୂଳ, ମୌଳିକ, ସ୍ୱକୃତ, ସ୍ୱରଚିତ
Translation in other languages :
Not derived or copied or translated from something else.
The play is original; not an adaptation.