Meaning : ଗାଳିକରିବା ବା ଧମକ ଦେବା କ୍ରିୟା ବା ଭାବ
Example :
ଘରଲୋକଙ୍କ ଗାଳିରେ ବିରକ୍ତ ହୋଇ ମୋହନ ଘର ଛାଡ଼ି ପଳାଇଲା
Synonyms : କଟୂବାଣୀ, ଗାଳି, ଭର୍ତ୍ସନା, ଶୋଧା
Translation in other languages :
A severe scolding.
bawling out, castigation, chewing out, dressing down, earful, going-over, upbraidingMeaning : ମନରେ ଡରଥାଇ ଉପରକୁ ପ୍ରକାଶ କରାଯାଉଥିବା ମିଛ କ୍ରୋଧ ବା ଏହି ପ୍ରକାର ଦିଆଯାଉଥିବା ଧମକି
Example :
ମୁଁ ତୁମର ଧମକରେ ଡରୁ ନାହିଁ
Translation in other languages :
मन में डरते हुए ऊपर से प्रकट किया जानेवाला बनावटी क्रोध या इसी प्रकार दी जानेवाली धमकी।
हम तुम्हारी गीदड़ भभकी से डरनेवाले नहीं।Meaning : ଗାଳିକରିବା କ୍ରିୟା
Example :
ଏତେ ଗାଳି ପରେ ମଧ୍ୟ ରାମ ନିଜ ମନକୁ କରୁଛି
Synonyms : ଗାଳି
Translation in other languages :
Meaning : ଜୋରରେ ପାଦ ରଖିବାର ଆବାଜ ବା ପଦଧ୍ୱନି
Example :
ଘରମାଲିକର ଦୁମଦୁମ ପାଦଶବ୍ଦ ଶୁଣିକରି ଚୋର ପଳାଇଗଲେ
Synonyms : ଦୁମଦୁମ ପାଦଶବ୍ଦ
Translation in other languages :