Subscribe
URL of the page has been copied to clipboard.
Meaning : ଏକ ପ୍ରକାରର ମେଣ୍ଢା ଯାହାର ଲାଙ୍ଗୁଡ଼ ଓଜନିଆ ଓ ମୋଟା ହୋଇଥାଏ
Example : ଖେତରେ ଦୁମ୍ବା ଜାତୀୟ ମେଣ୍ଢାମାନଙ୍କ ପଛରେ ମେଷପାଳକ ଦୌଡୁଥିଲା
Synonyms : ମେଦପୁଚ୍ଛ, ମୋଟାଲାଞ୍ଜିଆ
Translation in other languages :हिन्दी English
एक प्रकार का मेढ़ा, जिसकी दुम बहुत भारी और मोटी होती है।
Uncastrated adult male sheep.
Install App