Meaning : ଆଶ୍ୱିନ ଶୁକ୍ଳ ଦଶମୀରେ ପାଳନ କରା ଯାଉଥିବା ଏକ ହିନ୍ଦୁ ପର୍ବ
Example :
ପୂର୍ବ ଭାରତରେ ଦଶହରା ପର୍ବ ଧୁମ୍ଧାମରେ ପାଳନ କରାଯାଏ
Synonyms : ଦଶରା, ବିଜୟା, ବିଜୟା ଦଶମୀ
Translation in other languages :
A day or period of time set aside for feasting and celebration.
festival