Meaning : କୌଣସି ଟାଣୁଆ ବସ୍ତୁକୁ ହାତ ବା କୌଣସି ବସ୍ତୁରେ ବାରମ୍ବାର ଏପରି ଚାପଦେବା ଯାହା ଫଳରେ ସେହି ବସ୍ତୁ ଛୋଟଛୋଟ ଖଣ୍ଡ ହୋଇଯିବ
Example :
ଭର୍ତ୍ତା ତିଆରି କରିବାପାଇଁ ଲଲିତା ସିଝା ଆଳୁକୁ ଚକଟୁଛି
Synonyms : ଚକଟିବା
Translation in other languages :
Meaning : ବସ୍ତ୍ର, ଫୁଲ ଆଦି କୌଣସି କୋମଳ ପଦାର୍ଥକୁ ହାତରେ ଏପରି ମକଚିବା ଯେପରି ତାହା ଖରାପ ହୋଇଯିବ
Example :
ତୁମ୍ଭେମାନେ ଫୁଲଗୁଡ଼ିକ କାହିଁକି ମକଚୁଛ?
Synonyms : ମକଚିବା
Translation in other languages :
किसी कोमल पदार्थ विशेषकर कपड़े, फूल आदि को इस प्रकार हाथ से मलना कि वह खराब हो जाए।
तुम लोग फूल को क्यों गींजते हो।Meaning : ପାଣି ମିଶାଇ ହାତରେ ଦବାଇବା ବା ମକଚିବା
Example :
ଭାଉଜ ଅଟା ଚକଟୁଛନ୍ତି
Synonyms : ଚକଟିବା, ମର୍ଦ୍ଦନକରିବା
Translation in other languages :
Meaning : ବାରମ୍ବାର ଯେପରି ଚାପଦେଲେ କୌଣସି ବସ୍ତୁ ବିକୃତ ହୋଇଯାଏ
Example :
ସେ ସାପର ମୁଣ୍ଡକୁ ଦଳୁଛି
Synonyms : ଚକଟିବା, ଛେଚିବା, ମର୍ଦ୍ଦନ କରିବା
Translation in other languages :