Meaning : ବସାଇବା କାମ ଅନ୍ୟ କାହାଦ୍ୱାରା କରାଇବା
Example :
ଜେଜେ କାନ୍ଦୁଥିବା ପିଲାଟିକୁ ଘୋଡ଼ାରେ ବସାଇଲେ
Synonyms : ଉପବେଶନ କରାଇବା, ବସାଇବା
Translation in other languages :
Meaning : ଗୋଟିଏ ଜିନିଷ ଉପରେ ଆଉଗୋଟିଏ ଜିନିଷକୁ ଲଗାଇବା ବା ଲଖାଇବା
Example :
ରାଜଗୀର କାନ୍ଥରେ ପଲସ୍ତରା ଚଢ଼ାଉଛି ବଣିଆ ରୁପା ପାଉଁଜିରେ ସୁନାପାଣି ଚଢ଼ାଇଲା
Translation in other languages :
Meaning : ଖାତା, କାଗଜ ଆଦିରେ ଲେଖିବା
Example :
ମହାଜନ ଗ୍ରାହକକୁ ପଇସା ଦେଇ ତାକୁ ହିସାବ ଖାତାରେ ଚଢ଼ାଇଲା
Synonyms : ଲେଖିବା
Translation in other languages :
खाते, काग़ज़ आदि में लिखना।
महाजन ने आसामी को पैसे देकर उसे अपने बही-खाते में चढ़ाया।Record in writing. Enter into a book of names or events or transactions.
registerMeaning : ଦେବତାଆଦିଙ୍କୁ ଭେଟି ରୂପରେ ମିଳିବା
Example :
କାଳୀ ମନ୍ଦିରରେ ଅନେକ ଅର୍ପିତ ସାମଗ୍ରୀ ସମର୍ପଣ କରାଯାଏ
Synonyms : ଅର୍ପଣ କରିବା, ଭେଟିଦେବା, ଲାଗିକରିବା, ସମର୍ପଣ କରିବା
Translation in other languages :
किसी के द्वारा श्रद्धापूर्वक देवता, समाधि आदि पर कुछ रखा जाना।
काली मंदिर में बहुत चढ़ावा चढ़ता है।Meaning : କାହାରିଦ୍ୱାରା ଶ୍ରଦ୍ଧାପୂର୍ବକ ଦେବତା,ସମାଧି ଆଦି ଉପରେ ଅର୍ପିତ ହେବା
Example :
ଗାନ୍ଧୀଜୀଙ୍କ ସମାଧି ଉପରେ ପ୍ରତିଦିନ ତାଜା ଫୁଲ ଚଢ଼ାଯାଏ
Synonyms : ଅର୍ପିତ ହେବା, ସମର୍ପିତ ହେବା
Meaning : କାହାରି ଉପରେ ଜିନିଷ ରଖାଇବା ବା ଭରାଇବା
Example :
ମୋର ଜିନିଷ ଏଯାଏଁ ଲଦାହେଇନାହିଁ ଟ୍ରକରେ ଜିନିଷପତ୍ର ଲଦାହେଲା
Translation in other languages :
Meaning : ଶ୍ରଦ୍ଧାପୂର୍ବକ ଦେବତାଙ୍କ ଉପରେ ଅର୍ପଣ କରିବା
Example :
ସେ ଶିବଙ୍କ ଉପରେ ଜଳ, ଅକ୍ଷତ, ପୁଷ୍ପ, ଓ ବେଲପତ୍ର ଅର୍ପଣ କଲା
Synonyms : ଅର୍ପଣ କରିବା
Translation in other languages :
श्रद्धापूर्वक देवता, समाधि आदि पर अर्पण करना।
उसने शिव प्रतिमा पर जल, अक्षत, पुष्प और बेल पत्र चढ़ाया।Meaning : ସିତାରା, ଢୋଲ ଆଦିର ଡୋରି ବା ତାର କଷିବା ବା ଟାଣିବା
Example :
ଢୋଲକିଆ ଢୋଲ ଚଢ଼ାଉଛି
Translation in other languages :
Meaning : ପଦ, ମର୍ଯାଦା, ବର୍ଗଆଦିରେ ବଢ଼ାଇବା
Example :
ତାକୁ ଏକାଥରକେ ଷଷ୍ଠଶ୍ରେଣୀକୁ ଉଠାଇଲେ ଅଧ୍ୟାପକ ତାକୁ ବହୁତ ଉପରେ ରଖିଛନ୍ତି
Synonyms : ଉଚ୍ଚରେ ରଖିବା, ଉଠାଇବା, ଉପରେ ରଖିବା, ଶୀର୍ଷରେ ରଖିବା
Translation in other languages :