Meaning : ଫୁଟେଇ ଅର୍କ ବାହାର କରିବା
Example :
ଅତର ତିଆରି କରିବା ପାଇଁ ଫୁଲକୁ ପାଣିରେ ପକାଇ ଯନ୍ତ୍ର ସାହାଯ୍ୟରେ ଚିପୁଡ଼ା ଯାଏ
Translation in other languages :
Meaning : ରସାଳ ବସ୍ତୁକୁ ଚିପୁଡ଼ି ସେଥିରୁ ରସ ବାହାର କରିବା
Example :
ମାଆ ଆମ୍ବସଢ଼ା କରିବାପାଇଁ ଆମ୍ବକୁ ଚିପୁଡ଼ୁଛନ୍ତି
Translation in other languages :