Meaning : ଚମକିବା କ୍ରିୟା ବା ଭାବ
Example :
ହଠାତ୍ ଜୋର୍ ଶବ୍ଦ ଶୁଣି ଛୋଟ ପିଲାର ଚମକିବା କିଛି ନୂଆ କଥା ନୁହେଁ
Translation in other languages :
The astonishment you feel when something totally unexpected happens to you.
surpriseMeaning : ଆଲୋକ ବିଚ୍ଛୁରିତହେବା
Example :
ହୀରାଖଚିତ ଅଳଙ୍କାର ଚମକୁଛି
Translation in other languages :
Meaning : କାନ୍ତି ବା ଆଭାଯୁକ୍ତ ହେବା
Example :
ତା ଚେହେରା ତେଜରେ ଚମକୁଛି
Synonyms : ଝଲମଲ କରିବା, ଦମକିବା
Translation in other languages :
Meaning : କୌଣସି ବସ୍ତୁକୁ ରଗଡ଼ି ବା ମାଜି ଚକ୍ମକ୍ କରିବା
Example :
ତମ୍ବା, ପିତ୍ତଳ, କଂସା ଆଦି ବାସନ ତେନ୍ତୁଳି ଭଳି ଖଟା ଜିନିଷରେ ମାଜିଲେ ସେଗୁଡ଼ିକ ଚମକେ
Synonyms : ଉଜ୍ଜ୍ୱଳ କରିବା, ଚକ୍ମକ୍ କରିବା, ଚମକ ଆସିବା, ଚିକ୍କଣ ହେବା, ଚିକ୍ଚିକ୍ କରିବା
Translation in other languages :