Meaning : କଢ଼ର ଫୁଲ ରୂପକୁ ବଦଳିବା
Example :
ସୂର୍ୟଙ୍କ କିରଣ ପଡିବା ମାତ୍ରେ ଅନେକ କଢ଼ ଫୁଟି ଉଠିଲା
Synonyms : ପ୍ରସ୍ଫୁଟିତ ହେବା, ଫୁଟି ଉଠିବା, ଫୁଟିବା, ବିକଶିତ ହେବା
Translation in other languages :
कली का फूल के रूप में बदलना।
सूर्य का प्रकाश मिलते ही अनेक कलियाँ खिल गईं।