Meaning : କୌଣସି ବେପାରଆଦିରେ ହେଉଥିବା କ୍ଷତି
Example :
ଏହି ବେପାରରେ ମୋର ଖାଲି କ୍ଷତି ହେଲା
Translation in other languages :
Meaning : ଖରାପ ବା କଷ୍ଟକର ହୋଇଥିବା ପରିଣାମ
Example :
ଯଦି ନାକବଦଳରେ ମୁହଁରେ ଶ୍ବାସ ନିଆଯାଏ ତେବେ ଫୁସ୍ଫୁସ୍ରେ କ୍ଷତି ପହଞ୍ଚିପାରେ
Synonyms : ହାନି
Translation in other languages :
Meaning : କାହାଦ୍ୱାରା କରାଯାଇଥିବା କ୍ଷତି ବା ହାନି
Example :
ମୋହନ ସୋହନ ଦୋକାନରେ ନିଆଁ ଲଗେଇ ତାକୁ ଆର୍ଥିକ ଆଘାତ ଦେଲା
Translation in other languages :