Meaning : ବହୁତ ଅଧିକ କାମ ବା ପରିଶ୍ରମ କରିବା
Example :
ମୂଲିଆ ଦିନସାରା ଖଟିଥାଏ, ତେବେ ଯାଇ ତାବଦଳରେ ମୁଠେ ଅନ୍ନ ବା ଦୁଇ ପଟ ରୁଟି ସଂଗ୍ରହ କରିପାରେ
Synonyms : ଖଟିବା, ପରିଶ୍ରମ କରିବା, ମୂଲଲାଗିବା
Translation in other languages :
Meaning : କୌଣସି ଘଟଣା ଆଦି ଘଟିବାର କାରଣ ହେବା ବା ପରିଣାମ ରୂପରେ ଆସିବା ବା ହେବା
Example :
ମୁଁ କିଛି ଚମତ୍କାର କରିନାହିଁ
Synonyms : କରିବା, କାର୍ଯ୍ୟ କରିବା
Translation in other languages :
* कोई घटना आदि घटने का कारण होना या परिणाम के रूप में आना या होना।
मैंने कोई चमत्कार नहीं किया।Meaning : ବିଶେଷକରି ଆଶାନୁରୂପ ପ୍ରଭାବ ପଡ଼ିବା ବା ଫଳାଫଳ ଆସିବା
Example :
ଏହି ଔଷଧ ଭୋଜନପରେ ଖାଇଲେ ହିଁ କାମକରେ
Synonyms : କାମ ଦେବା, ଫଳପ୍ରଦ ହେବା, ଫଳପ୍ରସୂ ହେବା
Translation in other languages :
Meaning : (ଅତୀତ କାଳରେ ବ୍ୟବହୃତ) ଅଭ୍ୟାସବଶତଃ କୌଣସି କାମ କରିଚାଲିବା
Example :
ମୁଁ ପିଲାଦିନେ ଅନେକ ମିଠେଇ ଉଦରସ୍ଥ କରୁଥିଲି
Synonyms : କରିବା, କାର୍ଯ୍ୟ କରିବା
Translation in other languages :
Meaning : ଅସ୍ଥାୟୀ ରୂପରେ କୌଣସି ବ୍ୟକ୍ତିର ସ୍ଥାନରେ କାମ କରିବା ଓ ତାଙ୍କ ଦାୟିତ୍ୱ ତୁଲାଇବା
Example :
ବିଜୟ ଛୁଟିରେ ଥିବା କାରଣରୁ ଦୀପକ ତା କାମ କରିବ
Synonyms : ଦାୟିତ୍ୱ ତୁଲାଇବା
Translation in other languages :
* अस्थाई रूप से किसी की जगह पर काम करना और उसके उत्तरदायित्वों को निभाना।
गजा के छुट्टी पर जाने के कारण दीपक उसका भी काम करेगा।Help out by taking someone's place and temporarily assuming his responsibilities.
She is covering for our secretary who is ill this week.Meaning : କୌଣସି କାର୍ଯ୍ୟ କରିବା
Example :
ଏହି କାମ କରିସାରି ମୁଁ ଆପଣଙ୍କ କାମ କରିବି
Synonyms : କରିବା, କାର୍ଯ୍ୟ କରିବା
Translation in other languages :
किसी कार्य को करना।
यह काम करने के बाद मैं आपका काम करूँगा।Exert oneself by doing mental or physical work for a purpose or out of necessity.
I will work hard to improve my grades.Meaning : ପ୍ରୟୋଗ କଲାବେଳେ ଏକ ବିଶେଷ ଉପାୟରେ ବ୍ୟବହାର କରିବା
Example :
କୋମଳ ଧାତୁ ଭଲରୂପେ କାମକରେ
Synonyms : କାମ ଦେବା, ବ୍ୟବହୃତ ହେବା
Translation in other languages :
Behave in a certain way when handled.
This dough does not work easily.Meaning : ବେତନ ନେଇ କୌଣସି କାମ କରିବା
Example :
ମୋହନ ଏକ ବୃହତ୍ତ ସଂସ୍ଥାରେ ଚାକିରି କରୁଛି
Synonyms : ଚାକିରି କରିବା, ନୌକରି କରିବା
Translation in other languages :
Meaning : ଆଚରଣ କିମ୍ବା ବ୍ୟବହାରରେ ହେବା ବା ଆସିବା ବା ପ୍ରୟୋଗ କଲେ ଆଶାନୁରୂପ କାମ କରିବା
Example :
ମୋର ଦଶ ବର୍ଷର ପୁରୁଣା କାର ଆଜି ମଧ୍ୟ ଚାଲୁଅଛି
Synonyms : ଉପଯୋଗରେ ଆସିବା, ଚାଲିବା
Translation in other languages :
आचरण या व्यवहार में होना या आना या प्रयोग करने पर आशानुरूप काम करना।
मेरी दस साल पुरानी कार आज भी चल रही है।