Meaning : ଛୋଟ ଗଛରୁ ପ୍ରାପ୍ତ ଗୋଟିଏ ସୁନ୍ଦର ଫୁଲ
Example :
ମାଳୀ କାଞ୍ଚନ ଫୁଲର ମାଳ ତିଆରି କରୁଥିଲା
Synonyms : କାଞ୍ଚନ ଫୁଲ
Translation in other languages :
Meaning : ଏକ ବହୁମୂଲ୍ୟ ହଳଦିଆ ଧାତୁ ଯେଉଁଥିରୁ ଗହଣାଆଦି ତିଆରି ହୁଏ
Example :
ଆଜିକାଲି ସୁନାର ମୂଲ୍ୟ ଆକାଶ ଛୁଇଁଲାଣି ଚୈତନ୍ୟ ମହାପୁରୁଷଙ୍କ ଶରୀରରୁ ସୁନା ଭଳି ଆଭା ବାହାରୁଥିଲା
Synonyms : କନକ, ସୁନା, ସୁବର୍ଣ୍ଣ, ହାଟକ, ହେମ
Translation in other languages :
एक बहुमूल्य पीली धातु जिसके गहने आदि बनते हैं।
आजकल सोने का भाव आसमान छू रहा है।Meaning : ଗୋଟିଏ ଛୋଟ ଗଛ ଯେଉଁଥିରେ ସୁନ୍ଦର ଫୁଲ ଧରେ
Example :
ମାଳି କାଞ୍ଚନ ଡାଳଗୁଡ଼ିକୁ ନୁଆଁଇ ଫୁଲ ତୋଳୁଛି
Synonyms : କାଞ୍ଚନ ଗଛ
Translation in other languages :
Small East Indian tree having orchid-like flowers and hard dark wood.
bauhinia variegata, mountain ebony, orchid tree