Meaning : କାହାରିକୁ ଏମିତି ମୂର୍ଖ ବା ହାସ୍ୟାସ୍ପଦ କରିବା ଯେମିତି ସେ ତୁରନ୍ତ ବୁଝିନପାରିବ
Example :
ଆଜି ଆନନ୍ଦ ରାହୁଳକୁ ଖୁବ୍ ବୋକା ବନେଇଲା
Synonyms : ଏପ୍ରିଲ ଫୁଲ କରିବା, ବୋକା ବନେଇବା
Translation in other languages :
किसी को इस प्रकार मूर्ख या उपहास्यास्पद ठहराना कि वह तुरंत न समझ सके।
आज आनंद ने राहुल को खूब उल्लू बनाया।