Meaning : କପଟ ବା ଆବରଣ ହଟାଇବା
Example :
ଚଞ୍ଚଳା କଚେରୀରେ ତା ଶଶୁରଘର ଲୋକଙ୍କୁ ସମସ୍ତଙ୍କ ଆଗରେ ଉଲଗ୍ନ କଲା
Synonyms : ନଗ୍ନ କରିବା
Translation in other languages :
Meaning : ଶରୀରରୁ ବସ୍ତ୍ର କାଢ଼ିବା
Example :
ମାଆଟି ଶିଶୁକୁ ଗାଧୋଇଦେବାପାଇଁ ଲଙ୍ଗଳା କରୁଥିଲା
Synonyms : ଲଙ୍ଗଳା କରିବା
Translation in other languages :
Meaning : ସବୁକିଛି ଛଡ଼ାଇନେବା
Example :
ଲୁଣ୍ଠନକାରୀମାନେ ପଥିକକୁ ଲଙ୍ଗଳା କଲେ
Synonyms : ଲଙ୍ଗଳା କରିବା
Translation in other languages :