Meaning : ଉପଲବ୍ଧ ବା ସୁଲଭ କରିବା
Example :
କୁଆଡ଼େ ଯାତାୟାତ କରିବାପାଇଁ ଆମେ ବାହନ ମଧ୍ୟ ଯୋଗାଇଦେଉ ଏହି ହୋଟେଲ ବାତାନୁକୂଳିତ କକ୍ଷ ବି ଯୋଗାଇଦିଏ
Synonyms : ପ୍ରଦାନ କରିବା, ଯୋଗାଇଦେବା
Translation in other languages :
उपलब्ध या सुलभ कराना।
हमलोग कहीं आने-जाने के लिए वाहन भी देते हैं।Meaning : ବିକ୍ରି କରିବାପାଇଁ ଉପଲବ୍ଧ କରିବା
Example :
ଶୀତରେ କେତେକ ଦୋକାନୀ ନୂଆ ପ୍ରକାରର ଗରମ କପଡ଼ା ଉପଲବ୍ଧ କରାନ୍ତି
Synonyms : ବିକ୍ରିପାଇଁ ଗଚ୍ଛିତ କରିବା, ବିକ୍ରିପାଇଁ ମହଜୁଦ କରିବା, ବିକ୍ରିପାଇଁ ରଖିବା
Translation in other languages :
*बेचने के लिए उपलब्ध कराना।
जाड़े में कुछ दुकानदार नए-नए प्रकार के गर्म कपड़े उपलब्ध कराते हैं।