Meaning : ପ୍ରଥା ଆଦିର ଅନ୍ତ କରିବା
Example :
ଆମକୁ ସମାଜରୁ ଯୌତୁକ ପ୍ରଥା ଉଚ୍ଛେଦକରିବାକୁ ହେବ
Synonyms : ଉଚ୍ଛେଦକରିବା, ବନ୍ଦକରିବା, ସମାପ୍ତକରିବା, ହଟେଇବା
Translation in other languages :
प्रथा आदि का अंत करना।
हमें हमारे समाज से दहेज प्रथा उठाना है।Meaning : ଶୋଇଥିବା ଲୋକକୁ ଉଠେଇବାପାଇଁ ପ୍ରବୃତ୍ତ କରାଇବା
Example :
ମା ପ୍ରତିଦିନ ସକାଳୁ ରାହୁଳକୁ ଉଠାନ୍ତି
Synonyms : ଜଗାଇବା, ଜାଗ୍ରତକରିବା
Translation in other languages :